Jump to content

ରୋଚନୀ

ଉଇକିଅଭିଧାନ‌ରୁ

ରୋଚନୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

(ରୋଚନା+ସ୍ତ୍ରୀ. ଈ) ===

୧. (ବୈଦ୍ୟକ) ଚୁକ୍ରା ଖଟାପାଳଙ୍ଗ —୧. A port herb; Bladder dock; Rumex Visicarius.
୨. ପୋଦିନା ଶାଗ —୨. A sort of potherb; mentha.
୩. ଆମଳକୀ; ଅଅଁଳା କୋଳି — ୩. Embellic mycrobalan.
୪. ଗୋରୋଚନା — ୪. Gell bladdar of kine; Bijoor.