Jump to content

ରୋଚମାନ

ଉଇକିଅଭିଧାନ‌ରୁ

ରୋଚମାନ

ଉଚ୍ଚାରଣ

[ସମ୍ପାଦନା]
[ରୋଚମାନା—ସ୍ତ୍ରୀ] 

ସଂସ୍କୃତ - ବିଶେଷ୍ୟ - ପୁଂ—(ରୁଚି ଧାତୁ+କର୍ତ୍ତୃ. ଆନ)

[ସମ୍ପାଦନା]

ଦୀପ୍ୟମାନ; ଉଜ୍ଜଳ —Shinihng; bright.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଅଶ୍ୱକଣ୍ଠସ୍ଥ ରୋମାବର୍ତ୍ତ ବିଶେଷ — A sort of whorl on the neck of a horse

[ଦ୍ରଷ୍ଟବ୍ୟ — ଏପରି ରୋମାବର୍ତ୍ତ ଶୁଭଜନକ ବୋଲି ଲୋକ ବାଦ]