Jump to content

ରୋଚିଷ୍ଣୁ

ଉଇକିଅଭିଧାନ‌ରୁ

ରୋଚିଷ୍ଣୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -(ରୁଚ୍ ଧାତୁ+କର୍ତ୍ତୃ. ଇଷ୍ଣୁ)

[ସମ୍ପାଦନା]
୧. କାନ୍ତିବିଶିଷ୍ଟ ୧. Lustrous.
୨. ଉଜ୍ଜ୍ୱଳ —୨. Shining; dazzling; brilliant.
୩. ଅଳଙ୍କାରାଦିଦ୍ୱାରା ଦୀପ୍ତିଶାଳୀ —୩. Brilliantly decorated.