ରୋଜଗାରୀ
(ରୋଜଗାରିଆ—ଅନ୍ୟରୂପ)
ଅର୍ଜନକାରୀ; ଅର୍ଜନକାରୁଆ —Earning.
[ଉ—ମୋର ରୋଜଗାରିଆ ପୁଅ ଥାଊଁ ଥାଁଉ ମୁଁ ଦୁଃଖ ପାଇବି ନାହିଁ]