Jump to content

ରୋଜା

ଉଇକିଅଭିଧାନ‌ରୁ

ରୋଜା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ରୋଜା)

[ସମ୍ପାଦନା]
୧. ମୁସଲମାନଙ୍କର ରମଜାନ୍ ମାସରେ ଇଦ ପର୍ବ ପୂର୍ବରୁ ୩ ଦିନ ପାଇଁ ଦିନତମାମ ପାଳିତ ହେବା କଠୋର ଉପବାସରୂପ ବ୍ରତ — ୧. A very rigorous fast observed by Mohammedans during the month of Ramjan.

[ଦ୍ରଷ୍ଟବ୍ୟ —ଏ ଉପବାସରେ ଦିନଯାକ ଜଳ ଗ୍ରହଣ, ଏପରି କି, ଛେପ, ଢ଼ୋକିବା ମଧ୍ୟ ନିଷିଦ୍ଧ କେବଳ ରାତିରେ ଏପରି ଭୋଜନ କରାଯାଇଥିବ, ଯେପରି କି, ସକାଳବେ଼ଳକୁ ପେଟରେ କିଛି ଖାଦ୍ୟ ନ ଥିବ ଏବଂ ହାକୁଟି କିମ୍ୱା ଅଧୋବାୟୁ ମଧ୍ୟ ନ ଯିବ]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଉପଧ୍ୟାୟ)

[ସମ୍ପାଦନା]

ଓଝା; ଭୁତ ଓ ସାପ ବିଷ ଆଦି ଛଡ଼ାଇବା ବ୍ୟକ୍ତି; ଗୁଣିଆ —A person who exercises evil spirits and who cure snake- bites by means of mystic applications.