ରୋଜା ଧରିବା
ଦେଖଣା
ରୋଜା ଧରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରୋଜା ଧରିବା
|
ରୋଜା ପାଳିବା,ରୋଜା ରଖିବା ଅନ୍ୟରୂପ
ଦେଶଜ - କ୍ରି
[ସମ୍ପାଦନା](ମୁସଲମାନୁମାନେ) ରୋଜା ଉପବାସ ଅବଲମ୍ୱନ କରିବା —To observe the Rojā fast.
[ଦ୍ରଷ୍ଟବ୍ୟ — ଧର୍ମଶାସ୍ତ୍ର ଅନୁସାରେ ନିତାନ୍ତ ଶିଶୁ, ଅତି ରୁଗ୍ଣ ଓ ଅତ୍ୟନ୍ତ ଅକ୍ଷମ ବ୍ୟକ୍ତିଙ୍କ ଛଡ଼ା ଅନ୍ୟ ସମସ୍ତ ମୁସଲମାନ୍ମାନେ ପ୍ରାଣପଣତେ ରୋଜା ପାଳିବାକୁ ଧର୍ମତଃ ବାଧ୍ୟ ଅଟନ୍ତି]