ରୋଜି
ଦେଖଣା
ରୋଜି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - କ୍ରି. ବିଶେଷଣ -
[ସମ୍ପାଦନା]ପ୍ରତ୍ୟୟ; ପ୍ରତିଦିନ —Everyaday; daily.
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]- ୧. (ଫାରାସୀ - ରୁଜି)— ରୁଜି (ଦେଖ) - —୧. Ruji (See).
- ୨. (ଫାରାସୀ - ରୋଜା) —ରମଜାନ୍ ମାସରେ ପାଳିତ ମୁସଲମାନ ବ୍ରତ ବା ଉପବାସ —୨. The Rojā fast observed by the Mussalmans in the month of Ramjan.
[ଦ୍ରଷ୍ଟବ୍ୟ —ଏ ଉପବାସ ଦିନକଯାକ ପାଳି ସୂର୍ଯ୍ୟସ୍ତ ସମୟକୁ ପ୍ରଥମ ଭୋଜନ କରି ରାତିରେ ପୁଣି ଖାଇବାକୁ ହୁଏ, ଯେପରି କି, ଭୁକ୍ତ ଖାଦ୍ୟଦ୍ରବ୍ୟ ତହିଁଆର ଦିନ ସକାଳକୁ ଜୀର୍ଣ୍ଣ ହୋଇ ଯାଇଥିବ]