Jump to content

ରୋଜିନା

ଉଇକିଅଭିଧାନ‌ରୁ

ରୋଜିନା

ଉଚ୍ଚାରଣ

[ସମ୍ପାଦନା]
  • (file)

ବୈଦେଶିକ - କ୍ରି. ବିଣ—(ଆ ରୋକିନା)

[ସମ୍ପାଦନା]
୧. ପ୍ରତିଦିନ ୧. Daily.
୨. ଦିନ ହିସାବରେ; ଦିନକୁ — ୨. Per day.

[ଉ— ସେ ରୋଜିନା ତିନି ଟଙ୍କା ପାଏ]



ରୋଜିନା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - କ୍ରି.ବିଶେଷଣ - (ଆ)

[ସମ୍ପାଦନା]

ପ୍ରତ୍ୟହ —Daily; everyday.

[ଉ— ଆପଣତ ରୋଜିନା କେତେ କାରବାର ଦେଖୁଛନ୍ତି ଫକିରମୋହନ, ଗଳ୍ପସ୍ୱଳ୍ପ]

ବୈଦେଶିକ - ବିଶେଷଣ -

[ସମ୍ପାଦନା]

ପ୍ରତ୍ୟହ କର୍ତ୍ତବ୍ୟ;ଦୈନନ୍ଦିନ;ଦୈନିକ —Performable daily.

ବୈଦେଶିକ - ବିଶେଷ୍ୟ -

[ସମ୍ପାଦନା]

ଦୈନିକ ଖଞ୍ଜା —Daily allowance of dole.