ରୋଜ୍
ଦେଖଣା
ରୋଜ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବି—(ଆ)
[ସମ୍ପାଦନା]- ୧. ଦିବସ —୧. A day.
- ୨. ତାରିଖ —୨. A date.
- ୩. (ଇଂରୋଜ୍) ଗୋଲାପ ଫୁଲ —୩. Rose (flower).
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ପ୍ରତିଦିନ —୧. Daily;everyday.
- ୨. ଏକଦିନ ପାଇଁ —୨. For a day; perday.
ଦେଶଜ - ବିଶେଷଣ -
[ସମ୍ପାଦନା]ଦୈନିକ —Daily.