Jump to content

ରୋଜ୍ନାମାଚା

ଉଇକିଅଭିଧାନ‌ରୁ

ରୋଜ୍ନାମାଚା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ରୋଜ୍ (ଜି)ନାମା—ଅନ୍ୟରୂପ]

ବୈଦେଶିକ - ବି—[ଫାରାସୀ - ରୋଜ୍ନାମ୍ଚା]

[ସମ୍ପାଦନା]
୧. ଦୈନିକ ଜମା ଖରଚ ହିସାବ ବହି —୧. A day book; a daily account book; a tradesman's journal.
୨. ଜାଇରି; କୌଣସି ବ୍ୟକ୍ତିଙ୍କର ଦୈନିକ କାର୍ଯ୍ୟାବଳୀ ଲିପିବଦ୍ଧ ହେବାର ପୁସ୍ତକ —୨. A diarly; journal.