ରୋଟା ଖାଇବା ମୋଟା ପିନ୍ଧିବା
ଦେଖଣା
ରୋଟା ଖାଇବା ମୋଟା ପିନ୍ଧିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରୋଟା ଖାଇବା ମୋଟା ପିନ୍ଧିବା
|
[ରୋଟ (ଟା) ପିନ୍ଧିବା ମୋଟ (ଟା) ଖାଇବା—ଅନ୍ୟରୂପ]
ଦେଶଜ - କ୍ରି.
[ସମ୍ପାଦନା]- ୧. ବଗଡ଼ା ଖାଦ୍ୟ ଖାଇବା ଓ ମୋଟ ଲୁଗା ପିନ୍ଧିବା —୧. To eat coarse food and wear coarse cloth.
- ୨. ବାବୁଗିରି ନ କରି ବା ବିଳାସ ପ୍ରିୟ ନ ହୋଇ ମୁଠାଏ ବଗଡ଼ା ଖାଦ୍ୟ ଖାଇ ଖଣ୍ଡେ ମୋଟଲୁଗା ପିନ୍ଧି ଗୁଜରାଣ ମେଣ୍ଟାଇବା —୨. To live anyhow by eating coarse food and wearing coarse cloth, i.e. without enjoying a luxrious life; to subsist on coarse fere and dress.
[ଉ—ମୋର ଯାହା ପୈତୃକ ସଂପତ୍ତି ଅଛି, ସେଥୁରୁ ରୋଟ ଖାଇ ମୋଟ ପିନ୍ଧି ଚଳିଲେ ମୋ ପୁଅ ନାତି ଦୁଃଖ ପାଇବେ ନାହିଁ]