ରୋଟି
(ରୋଟିକା—ଅନ୍ୟରୂପ)
ରୁଟି; ଗୋଧୁମ ଚୁର୍ଣ୍ଣରେ ପାଣି ମିଶାଯାଇ ଦଳାଯାଇ ତହିଁରୁ ପ୍ରସ୍ତୁତ କରାଯିବା ପିଠା —Thin bread.