Jump to content

ରୋଡ଼ସେସ୍ ରେଟ୍

ଉଇକିଅଭିଧାନ‌ରୁ

ରୋଡ଼ସେସ୍ ରେଟ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ରୋଡ଼ସେସ୍ ରେଟ୍)

[ସମ୍ପାଦନା]

ପ୍ରତ୍ୟେକ ଜମିର ମୂଲ୍ୟ ବା ଆୟ ଉପରେ ନିର୍ଦ୍ଧାରିତ କରାଯିବା ପଥକରର ନିର୍ଦ୍ଧାରିତ ଅନୁପାତ ବା ନିରଖ —The rate of roadcess fixed on holdings.

[ଦ୍ରଷ୍ଟବ୍ୟ — ଆଇନ୍ ଅନୁସାରେ ଜମିର ଆୟ ଉପରେ ଟଙ୍କାକେ ଦୁଇ ପଇସାଠାରୁ ଏକଅଣା ପର୍ଯ୍ୟନ୍ତ ପଥକର ନିର୍ଦ୍ଧାରିତ ହୁଏ ଯଥା— ରଇତିଜମିର ଆୟ ଟଙ୍କା ଉପରେ ରଇତ ଦୁଇ ପଇସା ଓ ଜମିଦାର ଅଧିକା ଦୁଇ ପଇସା ରେଟରେ ପଥକର ଦିଅନ୍ତି]