Jump to content

ରୋଡ଼୍

ଉଇକିଅଭିଧାନ‌ରୁ

ରୋଡ଼୍(ଧାତୁ) —

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ -

[ସମ୍ପାଦନା]
୧. କ୍ଷୋଭ କରିବା —୧. To lament.
୨. ଘୃଣା କରିବା —୨. To despise (Apte).



ରୋଡ଼୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - . ବିଶେଷ୍ୟ - (ଇଂରାଜୀ - ରୋଡ଼୍)

[ସମ୍ପାଦନା]

ସଡ଼କ; ମାଟି ବା ପଥର ଆଦିଦ୍ୱାରା ପ୍ରସ୍ତୁତ ପଥ; ରାସ୍ତା —Road.

[ଦ୍ରଷ୍ଟବ୍ୟ — ଏହି ରୋଡ଼ ଶବ୍ଦର ପୂର୍ବେ ରାସ୍ତାମାନଙ୍କର ନାମ ଓ ଉପାଦାନ ଏବଂ ପ୍ରସିଦ୍ଧ ବ୍ୟକ୍ତି ଓ ନିର୍ମାତା ଆଦିଙ୍କ ଦେଶୀୟ ଓ ବିଦେଶୀୟ ନାମ ଯୁକ୍ତ ହୁଏ (ରାସ୍ତା ଦେଖ) ଯଥା— କଚ୍ଚା ରୋଡ଼୍, ପିଲିଗ୍ରିମ୍ ରୋଡ଼, ପକା, ରୋଡ଼୍, କଟକ ସୋନପୁର ରୋଡ଼୍ ମିସନ୍ ରୋଡ଼ , କଚିରି ରୋଡ଼୍, ଚଉରଙ୍ଗୀ ରୋଡ଼୍, ରିପନ୍ ରୋଡ଼, କଲେଜ୍ ରୋଡ଼୍, ବାଲୁବଜାର ରୋଡ଼୍ , ମାଛଗାଁ ରୋଡ଼୍, ତାଳଦଣ୍ଡା ରୋଡ଼୍, ଆଲବର୍ଟ୍ ରୋଡ଼୍, ଷ୍ଟେସନ ରୋଡ଼୍ , ଡ଼ିଷ୍ଟ୍ରିକ୍ ବୋର୍ଡ଼ ରୋଡ଼ ଟ୍ରଙ୍କ୍ ରୋଡ଼୍, ଗ୍ରାଣ୍ଡ ଟ୍ରକ୍ ରୋଡ଼୍, ଆଗ୍ରାମ୍ୟ - ରୋଡ଼୍]