ରୋଡ଼୍ସେସ୍ ଡେପୁଟି
ଦେଖଣା
ରୋଡ଼୍ସେସ୍ ଡେପୁଟି
ଉଚ୍ଚାରଣ
[ସମ୍ପାଦନା]ରୋଡ଼୍ ସେସ୍ ଡ଼େପୁଟି କଲେକ୍ଟର,ରୋଡ଼ସେସ୍ ଦିପୋଟି,ରୋଡ଼ସେସ୍ ଦିପୋଟି କିଲଟର—ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ରୋଡ଼୍ସେସ୍ ଡେପୁଟି
|
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ରୋଡ଼୍ସେସ୍ ଡ଼େପୁଟି କଲେକ୍ଟର)
[ସମ୍ପାଦନା]ଯେଉଁ ଡ଼େପୁଟି କଲେକ୍ଟର୍ କୌଣସି ଜିଲ୍ଲାର ପଥକର ବିଭାଗର ଭାବ ବା ଚାର୍ଯ୍ୟରେ ଥାଆନ୍ତି —Roadcess Deputy Collector.