Jump to content

ରୋଡ଼୍ ସେସ୍

ଉଇକିଅଭିଧାନ‌ରୁ

ରୋଡ଼୍ ସେସ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - ଇଂରାଜୀ - ରୋଡ଼୍ ସେସ୍)

[ସମ୍ପାଦନା]

ପଥକର; ରାଜ୍ୟରେ ସର୍ବସାଧାରଣଙ୍କ ସୁବିଧା ପାଇଁ ରାସ୍ତା ଆଦି ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଇଂରେଜୀ ଗଭର୍ଣ୍ଣମେଣ୍ଟ ରାଜା ଓ ପ୍ରଜାଙ୍କଠାରୁ ନେବା ରାଜସ୍ୱର ଅତିରିକ୍ତ ଟିକସ ବା ଖଜଣା —Roadcess.

[ଦ୍ରଷ୍ଟବ୍ୟ — ଜମିର ଉତ୍ପାଦନ ବା ଆୟତ୍ତ ପରୀକ୍ଷା କରି ତିହଁ ଉପରେ ନିର୍ଦ୍ଧାରିତ ରେଟ୍ (ଅନୁପାତ) ଅନୁସାରେ ଏହି କର ଧାର୍ଯ୍ୟ ହୁଏ ରୋଡ଼ସେସ୍ ରୂପେ ଗଭର୍ଣ୍ଣମେଣ୍ଟ ଯେଉଁ ଟଙ୍କା ଆଦାୟ କରନ୍ତି, ତାହା ସଡ଼କ ଆଦି ସାଧାରଣ କାର୍ଯ୍ୟରେ ବ୍ୟୟ କରିବା ପାଇଁ ଡ଼ିଷ୍ଟ୍ରିକ୍ଟ ବୋର୍ଡ଼କୁ ଦିଅନ୍ତି ଏବଂ ନିର୍ଦ୍ଦିଷ୍ଟକାଳ (ମିଆଦ) ଅତୀତ ହେଲେ ଗଭର୍ଣ୍ଣମେଣ୍ଟ ଥରେ ଲେଖାଏଁ ନୂଆ କିର ରୋଡ଼୍ସେସ୍ ଧାର୍ଯ୍ୟ କରନ୍ତି]