Jump to content

ରୋଡ଼୍ ସେସ୍ ରିଭାଲୁଏସନ୍

ଉଇକିଅଭିଧାନ‌ରୁ

ରୋଡ଼୍ ସେସ୍ ରିଭାଲୁଏସନ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ରୋଡ଼୍ ସେସ୍ ରିଭାଲ୍ୟୁଏସନ୍)

[ସମ୍ପାଦନା]

ଥରେ ରୋଡ଼୍ସେସ୍ ନିର୍ଦ୍ଧାରିତ ହେବାର ନିଦ୍ଦଷ୍ଟ ମିଆଦ ଅତୀତ ହେବା ପରେ ଆଉ ଥରେ ଜମିର ମୂଲ୍ୟ ଓ ଆୟର ପରିମାଣ ତନଖି କରି ପୂର୍ବ ନିର୍ଦ୍ଧାରିତ ପଥୃକରର ପରିମାଣକୁ ସଂଶୋଧନ କରିବାର କ୍ରିୟା; ରୋଡ଼୍ ସେସ୍ର ସାନି ବନ୍ଦୋବସ୍ତ —Roadcess Revaluation.