Jump to content

ରୋଡ଼ ସେସ୍ ରିଟନ

ଉଇକିଅଭିଧାନ‌ରୁ

ରୋଡ଼ ସେସ୍ ରିଟନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ରୋଡ଼୍ସେସ୍ ରିଟର୍ଣ୍ଣ)

[ସମ୍ପାଦନା]

ଗଭର୍ଣ୍ଣମେଣ୍ଟଙ୍କଦ୍ୱାରା ରୋଡ଼୍ସେସ୍ କର ଧାର୍ଯ୍ୟ ହେବା ଉଦ୍ଦେଶ୍ୟରେ ଭୁମଧ୍ୟକାରୀମାନେ ଗଭର୍ଣ୍ଣମେଣ୍ଟ କର୍ମଚାରୀଙ୍କ ନିକଟ ଦାଖଲ କରିବା ନିଜ— ନିଜର ଜମିର ମୂଲ୍ୟ ଓ ଆୟର ବିବରଣସଙ୍କଳିତ ଷ୍ଟେଟ୍ମେଣ୍ଟ୍ — Roadcess Return.

[ଦ୍ରଷ୍ଟବ୍ୟ —ଏହିପରି ଅନେକଗୁଡ଼ିଏ ଇଂରେଜି ଶବ୍ଦ ରୋଡ଼ସେସ୍ ଶବ୍ଦ ସଙ୍ଗେ ଯୁକ୍ତ ହୋଇ ଭାଷାରେ ଚଳୁଅଛି]