ରୋଦଃ
[ରୋଦସ୍—ଅନ୍ୟରୂପ]
[ଦ୍ରଷ୍ଟବ୍ୟ — ସଂସ୍କୃତ ଭାଷାରେ ଏହି 'ରୋଦସ୍' ଶବ୍ଦର ଦ୍ୱିବଚନରେ 'ରୋଦସା' ହୁଏ ଏଥିର ଅର୍ଥ ପୃଥିବୀ ଓ ଆକାଶ ଉଭୟ]