Jump to content

ରୋଦନ

ଉଇକିଅଭିଧାନ‌ରୁ

ରୋଦନ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ରୁଦ୍ ଧାତୁ+ଭାବ. ଅନ)

[ସମ୍ପାଦନା]
୧. କ୍ରନ୍ଦନ; କାନ୍ଦିବା —୧. Weeping; crying.
୨. (+କରଣ ଅନ)ଲୋତକ —୨. Tear (Apte).