Jump to content

ରୋଦନକାରୀ

ଉଇକିଅଭିଧାନ‌ରୁ

ରୋଦନକାରୀ

ଉଚ୍ଚାରଣ

[ସମ୍ପାଦନା]
(ରୋଦନକାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରୋଦନ +କୃ ଧାତୁ+କର୍ତ୍ତୃ. ଇନ୍)

[ସମ୍ପାଦନା]

କ୍ରନ୍ଦନକାରୀ; ଯେ କାନ୍ଦୁଥାଏ —Crying; weeping; lamenting.