ରୋଦନପରାୟଣ
(ରୋଦନଶୀଳ—ଅନ୍ୟରୂପ)
(ରୋଦନପରାୟଣୀ, ରୋଦନଶୀଳା—ସ୍ତ୍ରୀ)
(ରୋଦନପରାୟଣତା, ରୋଦନଶୀଳତା—ବି)
ଯେ ସର୍ବଦା କାନ୍ଦେ —Given to weeping.