ରୋଦନ୍ତି
(ସେମାନେ) ରୋଦନ କରନ୍ତି —(They) Weep; do weep; are weeping.
[ଉ—ପରିଜନମାନେ ବେଢ଼ି, ରୋଦନ୍ତି ଭୂମିରେ ପଡ଼ି ପ୍ରତାପ ଶଶିସେଣା]