ରୋଦି ଉଠିବା
ହଠାତ୍ ବଡ଼ ପାଟି ପରି କାନ୍ଦିବା — To cry loudly all an a sudden.
[ଉ—ଶୋକଭରେ ଉଚ୍ଚସ୍ୱରେ ରୋଦି ଉଠିଲା ପ୍ରାଚୀ. ନଳଚରିତ]