ରୋଦ୍ଧା
[ରୋଦ୍ଧୀ—ସ୍ତ୍ରୀ]
=== ସଂସ୍କୃତ - ବିଶେଷଣ - ପୁଲିଙ୍ଗ - [ରୁଧ୍ ଧାତୁ+କର୍ତ୍ତୃ. ତୃ; ୧ମା. ୧ବ.]
ରୋଧକର୍ତ୍ତା; ପ୍ରତିରୋଧକ — Obstructing; Preventing.