ରୋଦ୍ର
ଦେଖଣା
ରୋଦ୍ର
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - [ସଂସ୍କୃତ - ଉଦର]
[ସମ୍ପାଦନା]ରୁଦର; ରିଦ୍ର; ଛୋଟବସ୍ତୁ (ଯଥା— ଧାନ, ମୁଗ, ବାଲି) ବୁହାଯିବା ପାଇଁ ଶଗଡ଼ ଉପରେ ରଖାଯିବା ଲମ୍ୱା ଓ ଗଭୀର ବାଉଁଶପାତିଆପେ ବା ବେତ ଆଦିରେ ବୁଣା ଆଧାର ବା ଟୋକେଇ —A long basket for carrying small articles (e. g paddy, Sand., grains) on a bullock—cart.
—[ଉଠିଲା ଦିନ ଦି, ଚାରି ରୋଦ୍ର ଭାତ, ଦଶ ପାଞ୍ଜଖଣ୍ଡ ହରିଣ ମଇଁଷି.... ଭୋଜନଟେ କରି ଦେଇ ପୁଣି ଶୋଇ ପଡ଼େ ନୀଳକଣ୍ଠ ପିଲାଙ୍କ ରାମାୟଣ]