ରୋଧ
ଦେଖଣା
- ଅବରୋଧନ
- ପ୍ରତିବନ୍ଧକ; ବାଧ
- ନଦୀ ଆଦିର ତୀର; ତଟ; କୂଳ
- ବେଷ୍ଟନ
- କୋଷ୍ଠବଦ୍ଧତା
- ଅକ୍ରମଣକାରୀ
- ସେତୁ; ବନ୍ଧ
- ଶର; ବାଣରୋଧ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ରୁଧ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ଅବରୋଧନ — ୧. Obstrucing.
- ୨. ପ୍ରତିବନ୍ଧକ; ବାଧ — ୨. Obstruction; impediment.
- ୩. (+କର୍ତ୍ତୃ. ଅ, ଯାହା ଜଳକୁ ରୋଧ କରେ) ନଦୀ ଆଦିର ତୀର; ତଟ; କୂଳ —୩. The bank of a stream.
- ୪. (+ଭାବ. ଅନ) ବେଷ୍ଟନ — ୪. Surrounding; blockading (M.W.)
- ୫. କୋଷ୍ଠବଦ୍ଧତା —୫. Costivenus (M.W.)
- ୬. (+କର୍ତ୍ତୃ. ଅ) (କୌଣସି ବ୍ୟକ୍ତିକୁ ବା ସ୍ଥାନକୁ) ଆକ୍ରମଣକାରୀ —୬. Attacking; making war upon. (M.W.).
- ୭. (+କରଣ ଅ; ଯାହାଦ୍ୱାରା ସ୍ରୋତକୁ ଅଟକାଯାଏ) ସେତୁ; ବନ୍ଧ — ୭. Dam.
- ୮. ଶର; ବାଣ —୮. Arrow. (M.W.)