ରୋଧଃ
ଦେଖଣା
ରୋଧଃ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ରୁଧ ଧାତୁ=ବାଧା ଦେବା+କର୍ତ୍ତୃ. ଅସ୍)
[ସମ୍ପାଦନା]- ୧. ନଦୀ ଆଦିର ତୀର; କୂଳ —Shore of river etc.
- ୨. ପର୍ବତର ଢ଼ାଲୁ —୨. Mountain slope (M.W.).
- ୩. କୂପ ତଡ଼ାଗାଦିର ଦାଢ଼ —୩. The brink (of a
well or tank.) ୪: ଅତଡ଼ା; ଅତ଼ଡ଼ି — ୪. Steep wall or bank (M.W.) ୫: କଡ଼; ପାର୍ଶ୍ୱ —୫. Flank; side (M.W.)
- ୬. ସ୍ତ୍ରୀ ନିତମ୍ୱ — ୬. A woman's hips (M.W.)