Jump to content

ରୋଧଃ ପତନ କଳୁଷ

ଉଇକିଅଭିଧାନ‌ରୁ

ରୋଧଃ ପତନ କଳୁଷ

ଉଚ୍ଚାରଣ

[ସମ୍ପାଦନା]
(ରୋଧଃ ପତନ କଳୁଷା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (୬ଷ୍ଠୀ ତତ୍; ୩ୟା ତତ୍)

[ସମ୍ପାଦନା]

ତଟର ଅତଡ଼ା ଖସି ପଡ଼ିବାରୁ ଯହିଁର ପାଣି ଗୋଳିଆ ବା କାଦୁଅ ହୋଇ ଅଛି —Rendered muddy by the falling in of a tank (M.W.).