ରୋଧକ
ଦେଖଣା
ରୋଧକ
ଉଚ୍ଚାରଣ
[ସମ୍ପାଦନା](ରୋଧିକା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ରୁଧ୍ ଧାତୁ+କର୍ତ୍ତୃ. ଅକ
[ସମ୍ପାଦନା]- ୧. ନିବାରଣକାରୀ —୧. Preventing.
- ୨. ବାଧା ଦାନକାରୀ; ଯେ ଅଟକାଏ —୨. Obstructing.
- ୩. ଘୋ଼ଡ଼ାଇ ଥିବା; ଘୋ଼ଡ଼ାଇ ରଖିଥିବା —୩. Covering; shrouding.
(ଉ— ପୟୋଧର ରୋଧକ କାଢ଼ିବି ନୀଳ ବସ୍ତ୍ର ଯେ ପ୍ରାଚୀ ରସବାରିଧି)