Jump to content

ରୋଧନ

ଉଇକିଅଭିଧାନ‌ରୁ

ରୋଧନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରୁଧ ଧାତୁ+ଭାବ. ଅନ)

[ସମ୍ପାଦନା]
୧. କୌଣସି ସ୍ଥାନର ଚାରିଆଡ଼େ ଘେରାଉ କରିବା —୧. Besinging or blockading a place.
୨. ବାଧା ଦେବା; ଅଟ କାଇବା —୨. Obstructing; hindering; being an obstacle or hindrance.
୩: (+କର୍ତ୍ତୃ. ଅନ) ବୁଧ ଗ୍ରହ —୩. The planet Mercury. (M.W.).