Jump to content

ରୋଧନୀୟ

ଉଇକିଅଭିଧାନ‌ରୁ

ରୋଧନୀୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ତ (ରୁଧ୍ ଧାତୁ+କର୍ମ. ଅନୀୟ)

[ସମ୍ପାଦନା]
୧. ଅବରୋଧ କରାଯିବାର ଯୋଗ୍ୟ —୧. Fit to be block aded; capable of being besieged.
୨. ଯାହା ବୁଜାଯିବ —୨. To be shut or closed (M.W.).