Jump to content

ରୋଧାର୍ହ

ଉଇକିଅଭିଧାନ‌ରୁ

ରୋଧାର୍ହ

ଉଚ୍ଚାରଣ

[ସମ୍ପାଦନା]

(ରୋଧାର୍ହା—ସ୍ତ୍ରୀ)

ସଂସ୍କୃତ - ବିଶେଷଣ - (ରୋଧ+ଅର୍ହ= ଯୋଗ୍ୟ)

[ସମ୍ପାଦନା]
୧. ଅଟକ କରାଯିବାର ଉପଯୁକ୍ତ —୧. Fit to be restrained or obstructed.
୨. ଅବରୋଧନୀୟ — ୨. Fit to be besieged or blockaded.
୩: ବାଧା ଦିଆ ଦିବାଚ ଉପଯୁକ୍ତ —୩. Preventible; fit to be prevented.