Jump to content

ରୋଧିତ

ଉଇକିଅଭିଧାନ‌ରୁ

ରୋଧିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ରୁଧ୍ ଧାତୁ ଣିଜନ୍ତ+କର୍ମ. ତ)

[ସମ୍ପାଦନା]
୧. ଆବଦ୍ଧ — ୧. Confined.
୨. ଯାହାକୁ ବାଧା ଦିଆଯାଇ ଥାଏ —୨. Restrained; obstructed .
୩. ଅବରୋଧିତ; ଘେରାଉ କରା ଯାଇଥିବା —୩. Besieged; block aded.
୪. ଆବୃତ — ୪. Covered; shrouded.