Jump to content

ରୋଧିବା

ଉଇକିଅଭିଧାନ‌ରୁ

ରୋଧିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ପଦ୍ୟ) (ସଂସ୍କୃତ - ରୁଧ୍ ଧାତୁ)

[ସମ୍ପାଦନା]
୧. ଅଟକ କରିବା — ୧. To restrain.
୨. ବାଧା ଦେବା — ୨. To obstrout.

(ଉ— ଏକାଳେ ତାଙ୍କ ମାର୍ଗ ରୋଧିବୁ ନାହିଁ ରାଧାନାଥ ମେଘଦୂତ)

୩. ଆବୃତ୍ତ କରିବା —୩. To cover.

(ଉ— ଧୂଳିରାଶି ଅଶ୍ୱ ଖୁରେ ଉଠି, ପ୍ରସରି ବିମ୍ୱ ରୋଧିଲା ଆକାଶେ ରାଧାନାଥ ମହାପାତ୍ର)