Jump to content

ରୋଧ୍ର

ଉଇକିଅଭିଧାନ‌ରୁ

ରୋଧ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରୁଧ୍ ଧାତୁ ଣିଜନ୍ତ, ରୋଧି ଧାତୁ+କର୍ତ୍ତୃ. ର; ଯାହା ସ୍ୱର୍ଗଦ୍ୱାରକୁ ରୋଧ କରେ)

[ସମ୍ପାଦନା]
୧. ଅପରାଧ — ୧. Guilt.
୨. ପାପ —୨. sin.
୩. (ରୁଧ୍ ଧାତୁ+ କରଣ. ର) ଲୋଧ୍ର (ଗଛ) —୩. Symplocus Racemosa (tree); (M.W.).