Jump to content

ରୋଧ କରିବା

ଉଇକିଅଭିଧାନ‌ରୁ

ରୋଧ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ରୁଧ ଧାତୁ)

[ସମ୍ପାଦନା]
୧. ବାଧା ଦେବା — ୧. To hinder; to obstruct.
୨. ନିବାରଣ କରିବା —୨. To be prevent.
୩. ନିବାରଣ ସୈନ୍ୟଦ୍ୱାରା ଘେରିବା; ଅବରୋଧ କରିବା —୩. To blockade or besiege a city.
୪. (ଗତିକୁ) ଅଟକାଇବା —୪. To restrain
୫. ଆବରଣ କରିବା —୫. To cover.