Jump to content

ରୋପ

ଉଇକିଅଭିଧାନ‌ରୁ

ରୋପ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ରୁହ ଧାତୁ ଣିଜନ୍ତ+ଭାବ. ଅ)

[ସମ୍ପାଦନା]
୧. ରୋପଣ — ୧. Planting.
୨. ଛିଦ୍ର; ଗର୍ତ୍ତ —୨. Hole; fissure.
୩. (ରୁପ୍ ଧାତୁ= ମୂର୍ଚ୍ଛିତ ହେବା+ କରଣ ଅ)—ବାଣ; ଶର —୩. Arrow.

[ଉ— ଧପଧାପେ ଘୋଡ଼ାମାନଙ୍କୁ ଧୂଆଁ ଇଲେ, କୋପ କରିଟି ରୋପ ଅମାପ ବିନ୍ଧିଲେ କୃଷ୍ଣସିଂହ ମହାଭାରତ. ଦ୍ରୋଣ]

ସଂସ୍କୃତ - ବିଶେଷଣ - (ରୂପ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଯାହା ଗୋଳାଇ ଦିଏ; ଯାହା ଧନ୍ଦାଳି ଦିଏ —Confusing; disturbing (M.W. & W).