ରୋପକ
ଦେଖଣା
ରୋପକ
ଉଚ୍ଚାରଣ
[ସମ୍ପାଦନା](ରୋପିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରୁହ୍ ଧାତୁ ଣିଚ୍. ରୋପି ଧାତୁ+କର୍ତ୍ତୃ ଅକ)
[ସମ୍ପାଦନା]ରୋପଣକାରୀ —Planting.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. କୃଷକ —୧. Planter.
- ୨. ଧାତୁର ବଟକରା ବା ମୁଦ୍ରା —୨. Aweight of metal or coin. (M.W.).
[ଦ୍ରଷ୍ଟବ୍ୟ —ଏହା ଏକ ସୁବର୍ଣ୍ଣ ଓଜନର ୭ ଭାଗରୁ ଏକ ଭାଗ]
- ୩. ଗଛ ରୋଇବା ବ୍ୟକ୍ତି —୩. Transplanter of plants or seedlings.
- ୪. ମଞ୍ଜି ବୁଣାଳି ବ୍ୟକ୍ତି —୪. A sower of seeds.