Jump to content

ରୋପଡ଼

ଉଇକିଅଭିଧାନ‌ରୁ

ରୋପଡ଼

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ମୃଗୟା ସମୟରେ ଚାରିଆଡ଼େ ମନୁଷ୍ୟମାନେ ଘେରି ଜନ୍ତୁଙ୍କୁ ଶିକାରୀପାଖକୁ ଘଉଡ଼ାଇ ଆଣିବା — Beating of the jungle for driving the beasts to the hunter.