Jump to content

ରୋପଣ

ଉଇକିଅଭିଧାନ‌ରୁ
  • ଗଛ ପୋତିବା
  • ଭୁମିରେ ବାଡିଆଦି ପୋତି ଠିଆ କରାଇବା
  • ତଳି ରୋଇବା
  • ବୀଜ ବପନ; ମଞ୍ଜିବୁଣା
  • ସ୍ଥାପନ
  • ମୁଗଧ କରିବା
  • ଆଖିରେ ଘେନିବା ଅଞ୍ଜନ ବିଶେଷ
  • କ୍ଷତଆଦିକୁ ଶୁଖାଇବା
  • କ୍ଷତରେ ମାଂସ ପୂରି ଆସିବା ପ୍ରୟୋଗ
  • ଶର; ବାଣରୋପଣ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ରୁହ୍ ଧାତୁ ଣିଚ, ରୋପି ଧାତୁ+ଭାବ. ଅନ)

[ସମ୍ପାଦନା]
୧. ଗଛ ପୋତିବା —୧. Planting of trees.
୨. ଭୁମିରେ ବାଡ଼ିଆଦି ପୋତି ଠିଆ କରାଇବା — ୨. Fixing of a stake on the ground; erecting; raising (M.W.)
୩. ତଳି ରୋଇବା —୩. Planting of seedlings, transplanting.
୪. ବୀଜ ବପନ; ମଞ୍ଜିବୁଣା — ୪. Sowing of seeds.
୫. ସ୍ଥାପନ —୫ Placing; setting up.
୬. ମୁଗ୍ଧ କରିବା — ୬. Fascinating; charming.
୭. (+କର୍ମ ଅନ)—ଆଖିରେ ଘେନିବା ଅଞ୍ଜନ ବିଶେଷ —୭. Collyrium.
୮: (+ଭାବ. ଅନ)—କ୍ଷତଆଦିକୁ ଶୁଖାଇବା —୮. The act of healing wounds or sores.
୯. (+କରଣ. ଅ) —କ୍ଷତରେ ମାଂସ ପୂରି ଆସିବା ପ୍ରୟୋଗ —୯. Healing application.
୧. (+କର୍ମ ଅନ)—ଶର; ବାଣ — ୧୦. Arrow (M.W.).