Jump to content

ରୋପଣୀୟ

ଉଇକିଅଭିଧାନ‌ରୁ

ରୋପଣୀୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ରୁହ୍ ଧାତୁ ଣିଜନ୍ତ+କର୍ମ.ଅନୀୟ)

[ସମ୍ପାଦନା]
୧. ଭୂମିରେ ପୋତାଯିବାର ଯୋଗ୍ୟ —୧. Fit to be planted or erected.
୨. ଯାହା ବୁଣାଯିବାର ଯୋଗ୍ୟ —୨. Fit to be sown.
୩. ଘାଆଆଦିରେ ମାଂସ କଅଁଳିବା ପାଇ ଲୋଡ଼ା (ଦ୍ରବ୍ୟ —) ୩. Useful for healing or cicatrising. (M.W.).