ରୋପିତ
ଦେଖଣା
ରୋପିତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଣ (ରୁହ୍ ଧାତୁ ଣିଜନ୍ତ+କର୍ମ, ତ)
[ସମ୍ପାଦନା]- ୧. କୃତ— ରୋପଣ; ପୋତା ହୋଇଥିବା —୧. Planted.
- ୨. ଆରୋପିତ —୨. Set; fixed.
- ୩. ଅର୍ପିତ —୩. Entrusted.
- ୪. ଯାହା ବଢ଼ିବାର ଉପାୟ କରା ଯାଇଥାଏ; ଆବାଦ କରା ଯାଇଥିବା —୪. Caused to grow;raised (as a crop) (M.W.)
- ୫. ଯେଉଁ ଶରକୁ ଲକ୍ଷ୍ୟ ଆଡ଼କୁ ପ୍ରଯୁକ୍ତ କରା ଯାଇଥାଏ — ୫. Directed; animad (as an arrow) (M.W.).
- ୬. ଅଳଙ୍କାର ଆଦିରେ ବସା ଯାଇଥିବା; ଖରିତ — ୬. Set (as a jewel) (M.W.)