Jump to content

ରୋପିବା

ଉଇକିଅଭିଧାନ‌ରୁ

ରୋପିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

(ସଂସ୍କୃତ - ରୁହ ଧାତୁ ଣିଚ; ରୋପି ଧାତୁ)— ରୋପଣ କରିବା [ଦେଖ] Ropaṇa karibā (See).

[ଉ— ଭୃଗୁର ଦାଢ଼ି ପୁଣି ରୋପ, ପୂଷାର ଦନ୍ତ ପାଟି ଥାପ ଜଗନ୍ନାଥ ଭାଗବତ]