ରୋପ୍ୟାତି ରୌପ୍ୟ
ଏକ କାର ଶାଳି ଧାନ୍ୟ; ରୂଆ ହୋଇ ଉତ୍ପନ୍ନ କରାଯାଇ ଥିବା ଶାରଦ ଧାନ; ରୁଆ ଶାରଦ ଧାନ —Winter paddy grown by transplanting seedlings
[ଦ୍ରଷ୍ଟବ୍ୟ —ରାଜବଲ୍ଲଭଙ୍କ ମତରେ ଏହା ଲଘୁ, ଶୀଘ୍ର ପାକ, ଗୁଣୋତ୍ତର, ଆଦାହୀ ଷେହର, ବଳକରାକ ଓ ମୂତ୍ର ବିବର୍ଦ୍ଧନ ଅଟେ ଶବ୍ଦ କଳ୍ପଦ୍ରୁମ]