Jump to content

ରୋପୟିତା

ଉଇକିଅଭିଧାନ‌ରୁ

ରୋପୟିତା

ଉଚ୍ଚାରଣ

[ସମ୍ପାଦନା]
(ରୋପୟିତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରୋପିଧାତୁ+କର୍ତ୍ତୃ. ତୃ)

[ସମ୍ପାଦନା]

ଯେ ରୋପଣ କରେ; ରୋପଣକାରୀ (ରୋପଣର ଭିନ୍ନ ଭିନ୍ନ ଅର୍ଥ ଦେଖ) — Transplanting; sowing; erecting. healing.;

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ରୁଆଇବା ବ୍ୟକ୍ତି — A planter (M.W.)