Jump to content

ରୋମକ

ଉଇକିଅଭିଧାନ‌ରୁ

ରୋମକ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ରୋମ+କ)

[ସମ୍ପାଦନା]
୧. ପ୍ରାଚୀନ ରୋମ ନଗର — ୧. The ancient city of Rome.
୨. ପ୍ରାଚୀନ ଗ୍ରୀସ୍ ସାମ୍ରାଜ୍ୟ —୨. Ancient Greece.

[ଦ୍ରଷ୍ଟବ୍ୟ —ପ୍ରାଚୀନ ରୋମ, ଗ୍ରୀସ୍, ତୁରଷ୍କ ଆଦି ଦେଶକୁ ଆର୍ଯ୍ୟମାନ ରୋମକ ନାମରେ ଡ଼ାକୁଥିଲେ]

୩. ରୋମ ନଗର ଅଧିବାସୀ —୩. A Roman.
୪. (ରୁମାବତୀ ନଦୀରୁ ଉତ୍ପନ୍ନ ହେଉଥିବାରୁ) ସଚଳ ଲବଣ; ପାଂଶୁ ଲବଣ; ଶାମ୍ୱର ଲବଣ —୪. A kind of lake- salt from the Sambhar lake of Raiputana.
୫. ଅୟସ୍କାନ୍ତମଣି —୫. A kind of gem.
୬. ଜ୍ୟୋତିଷର ସିନ୍ଧାନ୍ତ ଗ୍ରନ୍ଥବିଶେଷ — ୬. Name of an ancient Aryan astronomical treatise.
୭. (ନାମ) ରୋମକସିଦ୍ଧାନ୍ତର ସଙ୍କଳୟତା —୭. Name of an ancient astronomer (M W)