ରୋମନ୍ଥ
ଦେଖଣା
ରୋମନ୍ଥ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ରୋମନ୍ଥନ—ଅନ୍ୟୂରୂପ)
ସଂସ୍କୃତ - ବିଶେଷ୍ୟ - (ରୋଗ+ମଥ୍ ଧାତୁ=ବଧ କରିବା+ଭାବ ଅ)
[ସମ୍ପାଦନା]ନିପାତନ; ଏହା କରିବାଦ୍ୱାରା ପଶୁମାନଙ୍କର ଜୀର୍ଣ୍ଣ ଶକ୍ତିବୃଦ୍ଧିହେବାରୁ ରୋଗମାନ ନଷ୍ଟ ହୁଏ) ===
- ୧. ଉଦ୍ଗୀର୍ଯ୍ୟ ଚର୍ବଣ; ପାକୁଳିକରିବା; ଗୋରୁ ଆଦି ପ୍ରାଣୀଙ୍କର ଗିଳିଥିବା ଖାଦ୍ୟକୁ ପୁଣି ପାଟିକୁ କାଢ଼ିଆଣି ଚୋବାଇବା କ୍ରିୟା —୧. Ruminating; chwing the cud.
- ୨. ପାନ ଆଦି ଗିଳି ନ ଦେଇ ଉପର୍ଯ୍ୟୁପରି ଚୋବାଇବା — ୨. Chewing (of betal) (M.W.)
- ୩. ଦୋହାରାଇବା; ଏକ କଥାର ବାରମ୍ୱାର କଥନ — ୩. Frequent repetition (M.W.)