Jump to content

ରୋମଶ

ଉଇକିଅଭିଧାନ‌ରୁ

ରୋମଶ

ଉଚ୍ଚାରଣ

[ସମ୍ପାଦନା]
[ରୋମଶା—ସ୍ତ୍ରୀ]
  • (file)

ସଂସ୍କୃତ - ବିଶେଷଣ - ପୁଂ—(ରୋମନ୍+ଅଛି ଅର୍ଥରେ ଶ)

[ସମ୍ପାଦନା]
୧. ବିଶେଷ ଲୋମଯୁକ୍ତ; ରୋମ ବିଶିଷ୍ଟ; ରୁମା — ୧. Furry; hairy; wooly.
୨. ଲୋମବହୁଳ —୨. Shaggy.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମେଷ; ମେଣ୍ଢା —୧. Sheep.
୨. ଶୂକର; ଘୁଷୁରି —୨. Hog
୩. ଦଗ୍ଧା ବୃକ୍ଷ; ନିଦଗ୍ଧିକା —୩. Name of a medicinal plant.