Jump to content

ରୋମଶା

ଉଇକିଅଭିଧାନ‌ରୁ

ରୋମଶା

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

(ବୈଦ୍ୟକ) ଦଗ୍ଧା ବା ନିଦଗ୍ଧିକା ନାମକ ଔଷଧ ଗୁଳ୍ମଚ କଣ୍ଟାକାରୀ?; ଅଙ୍କରାନ୍ତି? —Name of a medicinal piant Solanum Xantho carpum?

ସଂସ୍କୃତ - ବିଶେଷଣ - ସ୍ତ୍ରୀ—(ରୋମଶ+ସ୍ତ୍ରୀ. ଆ)

[ସମ୍ପାଦନା]

ରୋମଶର ସ୍ତ୍ରୀଲିଙ୍ଗ; ଅତିଶୟ ରୋମଯୁକ୍ତା —Very wooly or hairy (female).